କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ପୁଅର ମୃତ୍ୟୁ ଖବର ଶୁଣି ଉଭୟ ବାପା ମା’ ଆତ୍ମହତ୍ୟା କରିଛନ୍ତି । କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁର ରାଜକିଶୋର ଶତପଥୀଙ୍କ ପୁଅ ଗତ ୧ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଗୁରୁବାର ତାଙ୍କର ପଜିଟିଭ୍ … Continue reading କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା