ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ଚିନ୍ତାର କାରଣ ହୋଇଛି । ବିଶେଷକରି ଛାତ୍ର ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ  ଉଚ୍ଚତମ ନ୍ୟାୟାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେମାନଙ୍କ ମାତାପିତା ହେଉଛନ୍ତି ଅନ୍ୟତମ କାରଣ । ପାଠପଢାରେ ହେଉଥିବା ପ୍ରତିଯୋଗିତା ଏବଂ ବାପା-ମା’ଙ୍କ ଚାପ ପାଇଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି । ଦେଶରେ ଇଞ୍ଜିନିୟରିଂ … Continue reading ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ : ସୁପ୍ରିମକୋର୍ଟ