କଟକରେ ୧୧ ପଜେଟିଭ ଚିହ୍ନଟ ; ୩ ଲୋକାଲ୍‌

କଟକ: ଆଜି କଟକ ମହାନଗର ନିଗମ ଅଂଚଳରୁ ଆଉ ୧୧ ଜଣ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ ୪ଟି ସରକାରୀ କ୍ୱାରେଣ୍ଟିନ ହୋଇଥିବା ବେଳେ ୪ଟି ହୋମ୍ କ୍ୱାରେଣ୍ଟିନ ଓ ୩ଟି ଲୋକାଲ କେସ ରହିଛି । ସିଡିଏ ସେକ୍ଟର-୭ରୁ ଜଣେ ୨୬ ବର୍ଷୀୟା ଯୁବତୀ ଚିହ୍ନଟ ହୋଇଥିବା ବେଳେ ସିଡିଏ ସେକ୍ଟର-୯ରୁ ଜଣେ ୩୧ ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତପୁରରୁ ଜଣେ ୩୮ ବର୍ଷୀୟ … Continue reading କଟକରେ ୧୧ ପଜେଟିଭ ଚିହ୍ନଟ ; ୩ ଲୋକାଲ୍‌