ଆମ ଭୋଟ୍ ବିଜେଡିକୁ ପଳେଇଲା: ତାରା

ଭୁବନେଶ୍ୱର: କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରିୟା ରଖିଛନ୍ତି । ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ହାରିଲୁ । ଝାରସୁଗୁଡାରେ ଯେପରି ଖର୍ଚ୍ଚ ହେଉଥିଲା ଜିତିବା ସମ୍ଭବପର ନଥିଲା । ନବ ବାବୁ ବିଜେଡିକୁ ଗଲା ପରେ କଂଗ୍ରେସ କର୍ମୀମାନେ ବିଜେଡିକୁ ପଳାଇଲେ । ଏହି ଉପନିର୍ବାଚନରେ ଆମ ଭୋଟ୍ ବିଜେଡିକୁ ପଳାଇଛି । ଟଙ୍କା ନଥିଲେ ୯ ଜଣ ବିଧାୟକ ଯାଇ କଣ କରିଥାନ୍ତେ? … Continue reading ଆମ ଭୋଟ୍ ବିଜେଡିକୁ ପଳେଇଲା: ତାରା