ତ୍ରିରଙ୍ଗା ଉଡ଼ାଇବାର ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

ଝାଡ଼ଖଣ୍ଡ :ଆଜି ସାରା ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଝାଡ଼ଖଣ୍ଡରେ ଘଟିଛି ଏକ ଦୁଃଖପୂର୍ଣ୍ଣ ଘଟଣା। ଏଠାରେ ବୋକାରୋ ଜିଲ୍ଲା ମୁଖ୍ୟାଳୟସ୍ଥିତ ପୋଲିସ ଲାଇନ୍‌ ପରିସରରେ ଜାତୀୟ ପତାକା ଉଡ଼ାଇବାର ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଆଖପାଖ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଥିବା ବେଳେ ସ୍ୱାଧୀନତା ଦିବସ ସମାରୋହ ବି ଫିକା … Continue reading ତ୍ରିରଙ୍ଗା ଉଡ଼ାଇବାର ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ