ଓଡିଶା ପୋଲିସର ପାରିବା ପଣିଆ ଜଣା ପଡିଗଲା : ଜୟ ନାରାୟଣ

ଭୁବନେଶ୍ୱର: ବିଧାନସଭାରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠାଇଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟାକାଣ୍ଡକୁ ୬୦ ଦିନ ଅର୍ଥାତ ଦୁଇ ମାସ ବିତିଲା । କିନ୍ତୁ ହତ୍ୟାକାଣ୍ଡ ର କାରଣ ସାମ୍ନା କୁ ଆସିଲା ନାହିଁ । ଏଥିରୁ ଓଡିଶା ପୋଲିସର ପାରିବା ପଣିଆ ଜଣା ପଡି ଯାଉଛି। ନବ ଦାସଙ୍କ ହତ୍ୟାକାଣ୍ଡ ଏକ ବିଶ୍ଵ ସ୍ତରୀୟ ହତ୍ୟା କିନ୍ତୁ ଏଯାଏ ଏହାର କାରଣ ସାମ୍ନା … Continue reading ଓଡିଶା ପୋଲିସର ପାରିବା ପଣିଆ ଜଣା ପଡିଗଲା : ଜୟ ନାରାୟଣ