ଜଳୁଛି ଓଡିଶା ;ସାଢ଼େ ୨ରେ ରାଜଧାନୀରେ ୪୧ ଡିଗ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ତାତି । ଆଜି ଦିନ ସାଢ଼େ ୨ ସୁଦ୍ଧା ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର। ଚାନ୍ଦବାଲି ୪୧.୧, ଝାରସୁଗୁଡା ୪୧, ବାଲେଶ୍ୱର ୪୦, ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉଲକେଲା ୩୯.୨ ଡିଗ୍ରୀ । ତେବେ ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ … Continue reading ଜଳୁଛି ଓଡିଶା ;ସାଢ଼େ ୨ରେ ରାଜଧାନୀରେ ୪୧ ଡିଗ୍ରୀ