ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ; ମେ’୧୩ରେ ୪ ସଂସଦୀୟ ଓ୨୮ ବିଧାନସଭା କ୍ଷେତ୍ରରେ ଭୋଟ୍‌

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଜିଠାରୁ ବି ନାମାଙ୍କନ ଆରମ୍ଭ ହୋଇଛି । ମେ’ ୧୩ରେ ଓଡ଼ିଶାର ୪ ସଂସଦୀୟ କ୍ଷେତ୍ର ଓ ତତ୍‌ସଲଗ୍ନ ୨୮ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମେ’ ୧୩ରେ ଅନୁଷ୍ଠିତ ହେବ । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ … Continue reading ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ; ମେ’୧୩ରେ ୪ ସଂସଦୀୟ ଓ୨୮ ବିଧାନସଭା କ୍ଷେତ୍ରରେ ଭୋଟ୍‌