ଗଞ୍ଜାମ ଜିଲ୍ଲାରେ ଅଟକିବନି ଟ୍ରେନ

ଗଞ୍ଜାମ : ଏଥର ଜିଲ୍ଲାରେ କୌଣସି ଟ୍ରେନ୍ ରହିବ ନାହିଁ । ଜିଲ୍ଲାରେ କୌଣସି ବି ଷ୍ଟେସନରେ ପାସେଞ୍ଜର ଟ୍ରେନ୍ ଅଟକିବ ନାହିଁ । ଆସନ୍ତାକାଲି ଠାରୁ ପରବର୍ତ୍ତୀ ନିର୍ଦ୍ଦେଶାନାମା ଯାଏଁ ଜିଲ୍ଲାରେ କୌଣସି ବି ଷ୍ଟେସନରେ ଟ୍ରେନ ଅଟକିବନି । ଆଜି ଗୋଟିଏ ଟ୍ରେନ ବାତିଲ ସହ ରେଳୱେ ଦ୍ୱାରା କଟକଣା ଜାରି କରାଯାଇଛି । ଆଜି ଭୁବନେଶ୍ୱର – ବ୍ରହ୍ମପୁର – ଭୁବନେଶ୍ୱର ସ୍ପେଶାଲ ଟ୍ରେନକୁ ବାତିଲ କରାଯାଇଛି । ଏଥିସହ ଆଉ ଦୁଇଟି … Continue reading ଗଞ୍ଜାମ ଜିଲ୍ଲାରେ ଅଟକିବନି ଟ୍ରେନ