ବର୍ଷା ବରିହା ନୁହେଁ, ବଳିୟାରସିଂହ: ଜୁଏଲେ୍‌

ବ୍ୟୁରୋ: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ରୋଚକ ମନ୍ତବ୍ୟ ଦେଲେ ଜୁଏଲ୍ । ବରିହାର ଝିଅ ହେଲେ ବି ବଳିୟାରସିଂହର ବୋହୂ ସେ । ଆମେ ତାଙ୍କୁ ବର୍ଷା ବରିହା କେମିତି କହିବା, ସେ ବର୍ଷା ବଳିୟାରସିଂହ । ଆମେତ ଭୋଜି ଖାଇନୁ; ବରିହା ଭୋଜି ଦେଇନି କି ବଳିୟାରସିଂହ ଦେଇନି । ଆମେ ଜାତିର ବୋଲି ଆମେ ଜାଣିନୁ, ଆମେତ ଜାତି ଭୋଜି ଖାଇନୁ । ଯ୍ଖଶ ଜାତିର ନୁହେଁ, ଯିଏ ପାର୍ଟିର … Continue reading ବର୍ଷା ବରିହା ନୁହେଁ, ବଳିୟାରସିଂହ: ଜୁଏଲେ୍‌