ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ

ଆଠଗଡ: ଅନ୍ୟାଦେଶ ଯାଏଁ ମୁଣ୍ଡଳି ଗେଟାଲ ଗେଟ୍ ବନ୍ଦ । ଛତିଶଗଡ ତୀର୍ଥଯାତ୍ରାକୁ ଆକ୍ରମଣ ପରେ ପ୍ରଶାନର ନିଷ୍ପତ୍ତି । ଓବିସିସି ସହ ବୈଠକ ପରେ କେବେ ଖୋଲିବ  ନିଷ୍ପତ୍ତି । ଆଠଗଡ ଉପଜିଲ୍‌ଲାପାଳ ହେମନ୍ତ କୁମାର ସ୍ୱାଇଁ ଙ୍କ ସୂଚନା ଦେଇଛନ୍ତି । ଆକ୍ରମଣ ଘଟଣାରେ ଦୋଷୀଙ୍‌କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଖୁବଶିଘ୍ର ୯ ଲକ୍ଷ ଆବାସ ବଣ୍ଟନ: ପଞ୍ଚାୟତରାଜ ମନ୍ତ୍ରୀ