ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’

ଯାଜପୁର : ମରିଗଲା ମା’ର ମମତା। ପୁଣି ପୁଅ ଜନ୍ମ ହେବାରୁ ନବଜାତ ଶିଶୁପୁତ୍ରକୁ ବିକି କରିଦେଲା ମାଆ। ମାତ୍ର କେଇଟଙ୍କା ପାଇଁ ବନ୍ଧା ପଡିଗଲା ମା’ର ମାତୃତ୍ୱ। ସ୍ନେହ ମମତା ପ୍ରସବର ସମସ୍ତ ବେଦନା ସତେ ଯେମିତି ଟଙ୍କା ଆଗରେ ତୁଚ୍ଛ ହୋଇଗଲା। ଘଟଣା ବିଷୟରେ ଚାଇଲ୍ଡ ଲାଇନ ‌ଖାଇବା ପରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ସାଉଁଣ୍ଡି ଗାଁରୁ। ସୋମବାର ସାଉଁଣ୍ଡି … Continue reading ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’