ଆଇପିଏଲ୍ ବେଟିଂରେ ହାରିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ମା’-ପୁଅ

ରାୟଗଡ଼ା: ଶେଷଖାଲ ଥାନା ଝିମିରିପେଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଷ ପିଇ ମା’ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଇପିଏଲ ବେଟିଂରେ ବିପୁଳ ପରିମାଣର ଅର୍ଥ ହାରିବା ପରେ ଉଭୟ ମା’ ପୁଅ ବିଷ ପିଇ ଦେଇଥିବା କୁହାଯାଉଛି । ଗତକାଲି ମା’ ପୁଅ ବିଷ ପିଇ ଦେଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ପୁଅର ମୃତ୍ୟୁ … Continue reading ଆଇପିଏଲ୍ ବେଟିଂରେ ହାରିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ମା’-ପୁଅ