କାନାଡା ଭିସା ଅପେକ୍ଷାରେ ୭ ଲକ୍ଷ ଭାରତୀୟ

ଟରୋଣ୍ଟୋ: କାନାଡା ସରକାରଙ୍କ ଭିସା ପ୍ରଦାନ ପ୍ରକ୍ରିୟାରେ ଅସମ୍ଭବ ଶିଥିଳତା ଦେଖିବାକୁ ମିଳୁଛି । ଏଥିପାଇଁ କାନାଡା ଯିବାକୁ ଇଚ୍ଛୁକ ଥିବା ବିଭିନ୍ନ ଦେଶର ପ୍ରାୟ ୨୪ ଲକ୍ଷ ଲୋକ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ୭ ଲକ୍ଷ ଭାରତୀୟ ଅନ୍ତର୍ଭୁକ୍ତ । ନୂତନ ଭିସା ହେଉ କିମ୍ବା ପୁରୁଣା ଭିସାର ନବୀକରଣ, ଅପେକ୍ଷାରତ ଲୋକଙ୍କ ଆବେଦନ ପତ୍ର ଏବେମଧ୍ୟ କାନାଡା ବିଦେଶ ମନ୍ତ୍ରଣାଳୟରେ ନାଲିଫିତା ମଧ୍ୟରେ ଅଟକିଛି । ୨୦୨୦ରେ କୋଭିଡ୍ ପରଠାରୁ … Continue reading କାନାଡା ଭିସା ଅପେକ୍ଷାରେ ୭ ଲକ୍ଷ ଭାରତୀୟ