ମୁଖ୍ୟମନ୍ତ୍ରୀଙ୍କୁ ମନମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ । ଟାର୍ଗେଟକ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସିବିଆଇ ତଦନ୍ତ ନିର୍ଦ୍ଧେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୈତିକ ସାହାସ ନାହିଁ । ୧୨୦ ଦିନ ତଦନ୍ତରେ କିଛି ହୋଇନି,କେବଳ ଚାର୍ଜସିଟ ଦିଆଯାଇଛି । ଚାର୍ଜସିଟ ଦିଆଯାଇଛି ଯେମିତି ସେ ଖଲାସ ହେବ ବୋଲି କହିଛନ୍ତି ମନମୋହନ ସାମଲ । ପାଗଳ ସାର୍ଟିଫିକେଟ ପାଇଁ ଖୋଜାଖୋଜି ଖୋଜି ଦେଶସାରା ବୁଲି ଫେରିଲେ । ଗୁଳି ଆଜି … Continue reading ମୁଖ୍ୟମନ୍ତ୍ରୀଙ୍କୁ ମନମୋହନଙ୍କ ଟାର୍ଗେଟ