ନୂଆ କାହାଣୀ ସହିତ ଦଶହରାରେ ଦର୍ଶକଙ୍କ ମନମୋହିବ ‘ମାଲ୍ୟଗିରି’

ଭୁବନେଶ୍ୱର : ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକ ମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି । ଏହି ଫିଲ୍ମରେ ବାବୁସାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଳାନ୍ ଦାସ ସ୍କ୍ରିନ୍ ସେୟାର କରୁଥିବା ଦର୍ଶକ ମାନଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ଉଭୟଙ୍କ ଲୁକ୍ ରିଲିଜ ହୋଇଥୁବା ବେଳେ ବର୍ତ୍ତମାନ୍ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି ନିର୍ମାତା । ସୋସିଆଲ ମିଡିଆରେ ଏହି ଟିଜର ରିଲିଜ୍ ହେବା … Continue reading ନୂଆ କାହାଣୀ ସହିତ ଦଶହରାରେ ଦର୍ଶକଙ୍କ ମନମୋହିବ ‘ମାଲ୍ୟଗିରି’