ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ଜଗନ୍ନାଥନଗର ରୋଡ୍ ନମ୍ବର-୮ରେ ରହୁଥିବା ଅଶ୍ୱିନୀ କୁମାର ସାହୁ ବୋଲି ଜଣାଯାଇଛି । ପୁଲିସ ସୂଚନାଅନୁଯାୟୀ, ଅଶ୍ୱିନୀ ସମ୍ପୃକ୍ତ ପୀଡ଼ିତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏଥିସହିତ ପୀଡ଼ିତାଙ୍କ ଅଜାଣତରେ ତାଙ୍କର କିଛିଟବ୍ୟକ୍ତିଗତ ଫଟୋ ସଂଗ୍ରହ କରିନେଇ ଅଭିଯୁକ୍ତ ଜଣକ … Continue reading ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୁଲିସ