ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ, ନେବ ଗଭୀର ଅବପାତ ରୂପ
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ସମୁଦ୍ରରେ ରହି ବଳ ଗୋଟାଉଛି । ଦୁଇ ଦିନ ସମୁଦ୍ରରେ ରହିବା ପରେ ୯ ତାରିଖରେ ଏହା ଅବପାତର ରୂପ ନେବ । ପରେ ଛତିଶଗଡ ଆଡ଼କୁ ମୁହାଁଇବ । ଏହା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ … Continue reading ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ, ନେବ ଗଭୀର ଅବପାତ ରୂପ
Copy and paste this URL into your WordPress site to embed
Copy and paste this code into your site to embed