୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ମଧ୍ୟପ୍ରଦେଶ : ଟଙ୍କା ଲୁଟ୍ ହେବାର ବିଭିନ୍ନ ଘଟଣା ଆପଣ ଜାଣିଛନ୍ତି । ଆଜି ଏଠାରେ ଏମିତ ଏକ ଘଟଣା ବିଷୟରେ ଆମେ କହିବୁ ଯାହା ଜାଣିଲେ ଆପଣ ଚକିତ ହୋଇଯିବେ । ଏକ ୧୦ ବର୍ଷର ପିଲା ୩୦ ସେକେଣ୍ଡରେ ଲୁଟିନେଲା ୧୦ ଲକ୍ଷ ଟଙ୍କା । ଏପରି ଏକ ଘଟଣା ମଧ୍ୟପ୍ରଦେଶ ଅନ୍ତର୍ଗତ ନୀମଚ ଜିଲ୍ଲା ଅନ୍ତର୍ଗତ ଜାବଦ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଲୁଟ୍ ର ଖବର ବ୍ୟାଙ୍କ ଷ୍ଟାଫ କି … Continue reading ୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..