ଏଲ୍ଏଲ୍ବି ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ
ଭୁବନେଶ୍ୱର : ଏଲ୍ଏଲ୍ବି ଷଷ୍ଠ ସେମିଷ୍ଟାର ପେପର – ୧ ପରୀକ୍ଷା ବାତିଲ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନ ୨୮ କଲେଜ ପରୀକ୍ଷା ବାତିଲ । ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ । ଆଜିର ପରୀକ୍ଷା ବାତିଲ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା । ମଣିପୁରର ୧୧ଟି ବୁଥରେ ସାନିମତଦାନ ଆରମ୍ଭ
Copy and paste this URL into your WordPress site to embed
Copy and paste this code into your site to embed