ଡାଇନୋସର ଭଳି କମୁଛି ଧଳା ଭାଲୁଙ୍କ ସଂଖ୍ୟା; କ’ଣ ରହିଛି ଏହାର ମୁଖ୍ୟ କାରଣ?

ନୂଆଦିଲ୍ଲୀ: ସମସ୍ତଙ୍କୁ ଜଣାଅଛି ଧିରେ ଧିରେ କରି ସାରା ପୃଥିବୀରୁ ଲୋପ ପାଇ ଯାଇଛି ଡାଇନୋସର ଜାତି । ଡାଇନୋସର ପ୍ରଜାତି ପରେ ଏବେ ଧଳା ଭାଲୁ ସଂଖ୍ୟା ମଧ୍ୟ ଲୋପ ପାଇବା ଆଡକୁ ଗତି କରୁଛି । ଦ୍ରୁତ ଗତିରେ ଧଳା ଭାଲୁଙ୍କ ସଂଖ୍ୟା କମୁଥିବା ନେଇ ସରକାରୀ ସର୍ଭେରୁ ଜାଣିବାକୁ ମିଳିଛି । ଏହା ଏବେ ଏକ ବଡ ଚିନ୍ତାର ବଡ ବିଷୟ ପାଲଟିଛି । ପ୍ରକୃତିର ଆଉ ଏକ ବିରଳ ଜୀବ ଧଳା … Continue reading ଡାଇନୋସର ଭଳି କମୁଛି ଧଳା ଭାଲୁଙ୍କ ସଂଖ୍ୟା; କ’ଣ ରହିଛି ଏହାର ମୁଖ୍ୟ କାରଣ?