ବଜେଟ୍ ୨୦୨୪ ଠାରୁ ବୈଷୟିକ କ୍ଷେତ୍ର କଣ ଆଶା କରେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଷଷ୍ଠ ବର୍ଷ ପାଇଁ ୧ ଫେବୃଆରୀ ୨୦୨୪ ରେ ଆର୍ଥିକ ବର୍ଷ (ଏଫ୍ ୱାଇ) ୨୦୨୪-୨୫ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୯୧ ଟି ବଜେଟର ସାକ୍ଷୀ ହୋଇଛି, ଯାହା ୭୩ ଟି ବାର୍ଷିକ ବଜେଟ୍, ୧୪ ଟି ଭୋଟ୍-ଅନ୍-ଆକାଉଣ୍ଟ୍ କିମ୍ବା ମଧ୍ୟବର୍ତ୍ତୀ ବଜେଟ୍ ଏବଂ ୪ ଟି ସ୍ୱତନ୍ତ୍ର ବଜେଟ୍ କିମ୍ବା ମିନି-ବଜେଟ୍ । ଚଳିତ ବର୍ଷ ହେବାକୁ ଥିବା … Continue reading ବଜେଟ୍ ୨୦୨୪ ଠାରୁ ବୈଷୟିକ କ୍ଷେତ୍ର କଣ ଆଶା କରେ ଆସନ୍ତୁ ଜାଣିବା