ବିଡିଓ ସ୍ତରରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର : ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କଲେ ସରକାର। ୪୩ଜଣ ବିଡିଓଙ୍କୁ ବଦଳି କରାଯାଇଛି। ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁସାରେ… ୧)ଚନ୍ଦ୍ରମଣି ନାଗ-(ଥିଲେ) ରାଜଭୋରାସମ୍ବର,ବରଗଡ-(ହେଲେ) ଟିଟିଲାଗଡ,ବଲାଙ୍ଗିର ୨)ଶୁସାନ୍ତ କୁମାର ରଣା-(ଥିଲେ) ଟିଟିଲାଗଡ,ବଲାଙ୍ଗିର-(ହେଲେ) ଭୋଡେନ,ନୂଆପଡା ୩)ପ୍ରିୟରଞ୍ଜନ କୁମାର-(ଥିଲେ) ଭୋଡେନ,ନୂଆପଡା-(ହେଲେ) ଦେଓଗାଁ,ବଲାଙ୍ଗିର ୪)ରାହୁଲ ମଣ୍ଡଳ-(ଥିଲେ) ନିଳଗିର, ବାଲେଶ୍ୱର-(ହେଲେ)-ଢେଙ୍କାନାଳ ସଦର, ଢେଙ୍କାନାଳ ୫)ଆୟୁଷ ମହାପାତ୍ର-(ଥିଲେ) ଢେଙ୍କାନାଳ ସଦର, ଢେଙ୍କାନାଳ-(ହେଲେ)-ଭୁବନ, ଢେଙ୍କାନାଳ ୬)କଲ୍ୟାନ ସୌରଭ ଦାଶ-(ଥିଲେ) ଭୁବନ, … Continue reading ବିଡିଓ ସ୍ତରରରେ ବଡ଼ ଧରଣର ଅଦଳ ବଦଳ