ଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା ସମୟ

ନୂଆଦିଲ୍ଲୀ: କୌଣସି ଦେଶରେ କେନାଲ ସାହାଯ୍ୟରେ ଯାତାୟାତ କିମ୍ବା କୃଷି କ୍ଷେତ୍ରର ବିକାଶ ରେ ବଡ ସାହାଯ୍ୟ ମିଳିଥାଏ । ଦୁନିଆରେ ଏମିତି ଅନେକ ସହର ରହିଛି, ଯେଉଁଠି କେନାଲ ଦ୍ୱାରା ସହର ଭିତରେ ଯାତାୟାତ ହୋଇଥାଏ । ବିଶେଷ ଭାବରେ କେନାଲ ଏତେ ଲମ୍ବା ହୋଇନଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କେନାଲ ବିଷୟରେ କହିବୁ, ଯାହା ଏତେ ଲମ୍ବା ଯେ, ତାକୁ ପାର୍ କରିବା ପାଇଁ ଜାହାଜକୁ ଅତି କମରେ … Continue reading ଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା ସମୟ