ଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା ସମୟ
ନୂଆଦିଲ୍ଲୀ: କୌଣସି ଦେଶରେ କେନାଲ ସାହାଯ୍ୟରେ ଯାତାୟାତ କିମ୍ବା କୃଷି କ୍ଷେତ୍ରର ବିକାଶ ରେ ବଡ ସାହାଯ୍ୟ ମିଳିଥାଏ । ଦୁନିଆରେ ଏମିତି ଅନେକ ସହର ରହିଛି, ଯେଉଁଠି କେନାଲ ଦ୍ୱାରା ସହର ଭିତରେ ଯାତାୟାତ ହୋଇଥାଏ । ବିଶେଷ ଭାବରେ କେନାଲ ଏତେ ଲମ୍ବା ହୋଇନଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କେନାଲ ବିଷୟରେ କହିବୁ, ଯାହା ଏତେ ଲମ୍ବା ଯେ, ତାକୁ ପାର୍ କରିବା ପାଇଁ ଜାହାଜକୁ ଅତି କମରେ … Continue reading ଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା ସମୟ
Copy and paste this URL into your WordPress site to embed
Copy and paste this code into your site to embed