କିସ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା: ୩ ଅଟକ
ଭୁବନେଶ୍ୱର: କିସ ଛାତ୍ର ମୃତ୍ୟୁ ଘଟଣାରେ ବଡ ଅପଡେଟ ସାମ୍ନାକୁ ଆସିଛି । ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ । ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଜିରୋ ଏଫଆଇଆରରେ କେସ କରିଥିଲା ଇନଫୋସିଟି ଥାନା ପୋଲିସ । ସୂଚନାଥାଉକି, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝରରେ … Continue reading କିସ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା: ୩ ଅଟକ
Copy and paste this URL into your WordPress site to embed
Copy and paste this code into your site to embed