ପ୍ରେମିକାକୁ ବାହା ହେବା ଲାଗି ୪୭ ବର୍ଷରେ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର

ଇନ୍ଦୋର: ୪୭ ବର୍ଷ ବୟସରେ ଲିଙ୍ଗ ପରିବର୍ତ୍ତନ କରି ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ କିନ୍ନର ତାଙ୍କ ଦୀର୍ଘ ଦିନର ପ୍ରେମିକାକୁ ‘ସ୍ପେସାଲ୍‌ ମ୍ୟାରେଜ୍‌ ଆକ୍ଟ’ ଅନୁଯାୟୀ ବାହା ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ‌ରିପୋର୍ଟ କରିଛି। ଲିଙ୍ଗ ପରିବର୍ତ୍ତନ କରି ଅସ୍ତିତ୍ବ ସୋନି ହୋଇଥିବା ବ୍ୟକ୍ତିଜଣକ ପୂର୍ବରୁ ଅଳକା ନାଁରେ ପରିଚିତ ଥିଲେ। ପରିବାର ଅଦାଲତରେ ଆୟୋଜିତ ବିବାହ ଅନୁଷ୍ଠାନରେ ସେ ପ୍ରେମିକା ଆସ୍ଥାଙ୍କୁ ବାହା ହେବା ବେଳେ ଉଭୟଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏବେ … Continue reading ପ୍ରେମିକାକୁ ବାହା ହେବା ଲାଗି ୪୭ ବର୍ଷରେ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର