ଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା

ନୂଆଦିଲ୍ଲୀ: ପ୍ରେମ କଲାନି ବୋଲି ନାବାଳିକା ପ୍ରେମିକାକୁ ହତ୍ୟା କଲା ପ୍ରେମିକ ପ୍ରବର। ତାହା ପୁଣି ପ୍ରେମିକାର ଘରେ ପଶି । ଦେଖିଲାନି ବୟସ ତାରତମ୍ୟ । ନିଜ ଠାରୁ ବହୁତ୍ କମ ବୟସର ଝିଅକୁ ମନେ ଦେଇ ଭଲ ପାଉଥିଲା । ଆଉ ବିବାହ କରି ଘରକୁ ଆଣି ରାଣୀ କରି ରଖିବ ବୋଲି ସ୍ବପ୍ନ ଦେଖିଥିଲା ହତାଶିଆ ପ୍ରେମିକ। କିନ୍ତୁ ନାବାଳିକା ପ୍ରେମିକା ବୁଝିଲାନି ପ୍ରେମିକର ମନକଥା । ଗ୍ରହଣ କଲାନି ପ୍ରେମ ନିବେଦନ … Continue reading ଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା