କେରଳର ବାଣ ଗୋଦାମରେ ବିସ୍ପୋରଣ : ୧ ମୃତ, ୨୫ ଘର କ୍ଷତିଗ୍ରସ୍ତ

କେରଳ:କୋଚି ନିକଟ ତ୍ରିପୁନିଥୁରା ସ୍ଥିତ ଏକ ବେଆଇନ ବାଣ ଗୋଦାମରେ ବ୍ୟାପକ ବିସ୍ପୋରଣରେ ମହିଳା ଓ ଶିଶୁଙ୍କ ସମେତ ୧୬ ଜଣ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତ୍ୱର ଥିବାବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରୁ କାଲାମାସେରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ପ୍ରଶାସନର ସୂଚନାନୁସାରେ ଗୁରୁତ୍ୱରଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିନାହିଁ । ଏହି ବିସ୍ପୋରଣରେ ୨୫ ରୁ ଅଧିକ ଘର ସମେତ  କିଛି ଦୋକାନ … Continue reading କେରଳର ବାଣ ଗୋଦାମରେ ବିସ୍ପୋରଣ : ୧ ମୃତ, ୨୫ ଘର କ୍ଷତିଗ୍ରସ୍ତ