ତୁଳସୀ କ୍ଷେତ୍ରରେ ୧୪୪ ଧାରା ମଧ୍ୟରେ ସରିଲା ରଥଯାତ୍ରା:ବଳଦେବଜୀଉଙ୍କୁ ଶନ୍ତ କରିବାକୁ ହେଲା ଶନ୍ତି ଜଜ୍ଞ

କେନ୍ଦ୍ରାପଡ଼ା  : ତୁଳସୀକ୍ଷେତରେ ୧୪୪ ଧାରା ମଧ୍ୟରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ପ୍ରତୀକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳଦେବଜୀଉ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ସରିଥିଲେ ବି କରୋନା କଟକଣା କାରଣରୁ ବଡ଼ଦାଣ୍ଡରେ ରଥ ଗଡ଼ିପାରିଲା ନାହିଁ । ତୁଳସୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ଓ କିଛି ସ୍ଥାନୀୟ ଭକ୍ତ ଅଡ଼ିବସି ଗୁଣ୍ଡିଚା ପୂର୍ବ ଦିନ ରାତିରେ ଶ୍ରୀବଳଦେଦବଜୀଉଙ୍କ ମନ୍ଦିର ସମ୍ମୁଖରେ ଧାରଣା … Continue reading ତୁଳସୀ କ୍ଷେତ୍ରରେ ୧୪୪ ଧାରା ମଧ୍ୟରେ ସରିଲା ରଥଯାତ୍ରା:ବଳଦେବଜୀଉଙ୍କୁ ଶନ୍ତ କରିବାକୁ ହେଲା ଶନ୍ତି ଜଜ୍ଞ