କର୍ଣ୍ଣାଟକର କିଙ୍ଗ୍ କଂଗ୍ରେସ, ୧୩୪ଟି ସିଟରେ ଦଳୀୟ ପ୍ରାର୍ଥୀଙ୍କ ଦବଦବା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସରକାର ଗଠନ କରିବ କଂଗ୍ରେସ ।  ୧୩୫ ଆସନ ପାଇବା ଏକରକମ ନିଶ୍ଚିତ ହୋଇଛି । ନିର୍ବାଚନରେ ବିଜୟୀ ହେବା ଲାଗି ବାହସ୍ଫୋଟ ମାରୁଥିବା ବିଜେପି ଚିତପଟାଙ୍ଗ ମାରିଛି । ପ୍ରାୟ ୭୦ ଆସନରେ ବିଜେପି ସୀମିତ ହେବା ଆକଳନ କରାଯାଉଛି । ସେହିପରି ଜେଡିଏସ ସର୍ବାଧିକ ୨୫ ଆସନ ପାଇବ ବୋଲି ଆଶା କରାଯାଉଛି । ସରକାର ଗଠନ ଲାଗି କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ବରିଷ୍ଠ ନେତା ଡିକେ ଶିବକୁମାର … Continue reading କର୍ଣ୍ଣାଟକର କିଙ୍ଗ୍ କଂଗ୍ରେସ, ୧୩୪ଟି ସିଟରେ ଦଳୀୟ ପ୍ରାର୍ଥୀଙ୍କ ଦବଦବା