ଜ୍ଞାନବାପୀ ମାମଲା: ୮ ସପ୍ତାହ ମହଲତ ମାଗିଲା ମସ୍‌ଜିଦ କମିଟି

ବାରାଣସୀ : ସୋମବାର ବାରଣସୀ କୋର୍ଟରେ ଶ୍ରୀଙ୍ଗାର ଗୌରୀ-ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣି କରାଯାଇଛି । ତେବେ ପରବର୍ତ୍ତୀ ଶୁଣାଣି ପାଇଁ ପ୍ରସ୍ତୁତ ହେବାକୁ ମସ୍‌ଜିଦ ପରିଚାଳନା କମିଟି ଅଦାଲତଙ୍କୁ ୮ ସପ୍ତାହ ସମୟ ମାଗିଥିବା ଜଣାପଡିଛି । ଗତ ସପ୍ତାହରେ ମାମଲାର ଶୁଣାଣି ସମୟରେ ଅଦାଲତ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨କୁ ଧାର୍ଯ୍ୟ କରିଥିଲେ । ତେବେ ପ୍ରସ୍ତୁତି ପାଇଁ ୮ ସପ୍ତାହ ସମୟ ଆବଶ୍ୟକ ବୋଲି ମସ୍‌ଜିଦ କମିଟି ଶନିବାର କୋର୍ଟରେ ଏକ ସତ୍ୟପାଠ … Continue reading ଜ୍ଞାନବାପୀ ମାମଲା: ୮ ସପ୍ତାହ ମହଲତ ମାଗିଲା ମସ୍‌ଜିଦ କମିଟି