ପୁରୀ : ଅନେକ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ବୁଧବାର ହିଁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆସନ୍ତାକାଲି ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି ଅବସରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୧..୦୦ ଟିକା ପର୍ୟ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ସୂଚନା ଯୋଗ୍ୟ, ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ … Continue reading ଆସନ୍ତାକାଲି ଜଗା ଦର୍ଶନ ବନ୍ଦ
Copy and paste this URL into your WordPress site to embed
Copy and paste this code into your site to embed