ଅଧିକ ସୁନ୍ଦର ଦେଖାଯିବା କାଳ ହେଲା, ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି

ନୂଆଦିଲ୍ଲୀ:: ଅଧିକ ସୁନ୍ଦର ଦେଖାଯିବା କାଳ ହେଲା । ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି।ଏକଥା ଶୁଣିବାକୁ ଅଡୁଆ ଲାଗିଲେ ବି ସତ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରର ଜଣେ ଯୁବତୀଙ୍କ ସହ ।  ଚାକିରି ସନ୍ଧାନରେ ଥିବା ଯୁବକଯୁବତୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଆପଣ ଜାଣିଥିବେ । କେବେ ପ୍ରୋଫାଇଲ ଠିକ୍ ନଥିବ ତ କେବେ ଇଣ୍ଟରଭ୍ୟୁରେ କଠିନ ପଶ୍ନ ଯୋଗୁଁ ଫେଲ୍ୟୁର ହୋଇଥାନ୍ତି କ୍ୟାଣ୍ଡିଡେଟ୍ । ହେଲେ କେହି ନିଜ ସୁନ୍ଦରତା … Continue reading ଅଧିକ ସୁନ୍ଦର ଦେଖାଯିବା କାଳ ହେଲା, ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି