ଆଜି ଆଇପିଏଲ୍ ଫାଇନାଲ୍‌; ଟାଇଟଲ୍ ପାଇଁ ଲଢ଼ିବେ କୋଲକାତା-ହାଇଦ୍ରାବାଦ୍‌

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ମହାସମରର ଅନ୍ତିମ ମ୍ୟାଚ୍ ଖେଳାଯିବ । ନିଜ ବଳିଷ୍ଠ ପ୍ରଦର୍ଶନ ପୂର୍ବକ ଫାଇନାଲ୍‌କୁ ଉପନୀତ ହୋଇଥିବା ଦୁଇ ଦଳ କୋଲକାତା ନାଇଟ୍ ରାଇଡସ୍‌ର୍ (କେକେଆର୍‌) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍‌) ଆଇପିଏଲ୍‌ର ଚଳିତ ସଂସ୍କରଣର ଟାଇଟଲ୍ ଜିତିବା ପାଇଁ ମୁହାଁମୁହିଁ ହେବେ । ଚେନ୍ନାଇ ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ଦଳଙ୍କ ପକ୍ଷରୁ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଥିବା ବେଳେ ପ୍ରଶଂସକଙ୍କ ଭିତରେ ମଧ୍ୟ ଏବେ … Continue reading ଆଜି ଆଇପିଏଲ୍ ଫାଇନାଲ୍‌; ଟାଇଟଲ୍ ପାଇଁ ଲଢ଼ିବେ କୋଲକାତା-ହାଇଦ୍ରାବାଦ୍‌