ହାଇଜମ୍ପରେ ଭାରତକୁ ରୌପ୍ୟ

ଟୋକିଓ : ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ନିଷାଦ କୁମାରଙ୍କୁ ରୌପ୍ୟ ପଦକ । ପାରାଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ କୁ ବୃଦ୍ଧି । ଆଜି ସକାଳେ ଭାବିନା ପଟେଲଙ୍କୁ ମିଳିଥିଲା ରୌପ୍ୟ ପଦକ ।  ନିଷାଦ ହାଇ ଜମ୍ପରେ ୨.୦୬ ମିଟର୍ ଡେଇଁଥିଲେ ଏବଂ ରୌପ୍ୟ ପଦକ ନିଶ୍ଚିତ କରିଥିଲେ । ଆଉ ଏଥିସହିତ ସେ ଏକ ନୁତନ ରେକର୍ଡ ସୃଷ୍ଟି କରିଥିଲେ । ସକାଳେ ଟେବୁଲ୍ ଟେନିସ୍ … Continue reading ହାଇଜମ୍ପରେ ଭାରତକୁ ରୌପ୍ୟ