ଏସ୍‌ସିଓ ମାଧ୍ୟମରେ ବଦଳିବ ଭାରତ-ପାକିସ୍ଥାନ ସର୍ମ୍ପକ

ନୂଆଦିଲ୍ଲୀ: ଗୋଆରେ ଏସସିଓ ସମ୍ମିଳନୀ ପ୍ରସ୍ତୁତି । ସାଙ୍ଘାଇ ସହଯୋଗ ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତାକାଲି ଭାରତ ଆସୁଛନ୍ତି ଚୀନ ପ୍ରତିରକ୍ଷାମନ୍ତ୍ରୀ ଲୀ ସାଙ୍ଗଫୁ । ଆସନ୍ତା ମେ ୪ ଓ ୫ ତାରିଖରେ ଗୋଆରେ ସମ୍ମିଳନୀ ପୂର୍ବରୁ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ।ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଏହି ଆଲୋଚନାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଏପଟେ ଏସସିଓ ବୈଠକରେ … Continue reading  ଏସ୍‌ସିଓ ମାଧ୍ୟମରେ ବଦଳିବ ଭାରତ-ପାକିସ୍ଥାନ ସର୍ମ୍ପକ