ସ୍କୁଲ୍‌ରେ ଅଗଷ୍ଟ ୧୫: ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ସ୍ୱାଧୀନତା ଦିବସ ଆସୁଥିବା ବେଳେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତୀ ଦିବସ । ସ୍କୁଲ୍‌ରେ ଅଗଷ୍ଟ ୧୫, ଭାଗ ନେବେନି ପିଲା। ଚଳିତବର୍ଷ ବିନା ଛାତ୍ରଛାତ୍ରୀରେ ସ୍କୁଲ୍‌ରେ ହେବ ସ୍ୱାଧୀନତା ଦିବସ ପାଳନ । କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲ୍‌ରେ ହେବ ପତାକା ଉତ୍ତୋଳନ । ରାଜ୍ୟ … Continue reading ସ୍କୁଲ୍‌ରେ ଅଗଷ୍ଟ ୧୫: ଭାଗ ନେବେନି ଛାତ୍ରଛାତ୍ରୀ