ଟେଷ୍ଟ ପାଇଁ ମନା କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ: ଏବେ ବିଶ୍ୱ ସମେତ ଦେଶରେ ମହାମାରୀର ଭୟାବହତା ଦେଖିବାକୁ ମିଳିଛି । ସରକାର କରୋନାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ବିକଳ୍ପ ବାହାର କରୁଛନ୍ତି । ହେଲେ ବି ନିୟନ୍ତ୍ରଣରେ ରହିନାହିଁ କରୋନା । ଏହାରି ମଧ୍ୟରେ ଅଧିକ ମାତ୍ରାରେ ସାମ୍ପଲ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ଟେଷ୍ଟ କରିବା ପାଇଁ ଡାକ୍ତରଙ୍କୁ ପ୍ରେସକ୍ରାଇବ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପାଇଁ ଯେ କୌଣସି ସରକାରୀ, ଘରୋଇ … Continue reading ଟେଷ୍ଟ ପାଇଁ ମନା କରିପାରିବେନି ରାଜ୍ୟ