ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକର୍ପଣ କରାଯାଉଛି: ନରସିଂହ

ଭୁବନେଶ୍ୱର: ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଂଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।  ସେ କହିଛନ୍ତି, ଅସମ୍ପୂର୍ଣ୍ଣ ଅପ୍ରକଳ୍ପକୁ ଲୋକର୍ପଣ କରାଯାଉଛି । ୨୦୦୧ରେ ମୁଖ୍ୟମନ୍ତ୍ରୀ ଶୁଭ ଦେବାକୁ ଆସିଥିଲେ, ଦୂରରୁ ନଡିଆ ପିଟିଲେ । ଲୋକଙ୍କ ବିରୋଧ ଯୋଗୁଁ ଏଠାକୁ ନଆସି ଦୂରରୁ ନଡିଆ ପିଟିଥିଲେ । ୨୩ ବର୍ଷ ହୋଇଗଲାଣି, କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିଲାନି । ଆଜି ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଉଛି । ପ୍ରକଳ୍ପ … Continue reading ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକର୍ପଣ କରାଯାଉଛି: ନରସିଂହ