ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ

ଲକ୍ଷ୍ନୌ : ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ । ବିବାହ କଲେ ପ୍ରେମୀ ଯୁଗଳ । ହିନ୍ଦୁ ରୀତି ଅନୁସାରେ, ବିବାହ କରିଛନ୍ତି ମୁସ୍‌ଲିମ୍ ଝିଅ ଓ ହିନ୍ଦୁ ପୁଅ । ପରିବାର ଲୋକଙ୍କ ତୀବ୍ର ବିରୋଧ ପରେ ବି ଜିତିଗଲା ସେମାନଙ୍କ ପ୍ରେମ । ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ଝିଅର ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି । ଏଭଳି ଘଟଣା … Continue reading ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ