ଭବିଷ୍ୟତରେ ଏହି ସବୁ ଦେଶରେ ହିଟ୍ ୱେଭ୍ ନେଇପାରେ ଅନେକ ଜୀବନ

ଲଣ୍ଡନ: ହିଟ୍ ୱେଭ୍ ଯୋଗୁଁ କେବଳ ମରୁଡି ନୁହେଁ ବଂର ସାମାଜିକ –ଆର୍ôଥକ ବିକାଶ, ଜନସଂଖ୍ୟା, ଶକ୍ତି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୁବିଧା ଉପରେ ସିଧା ପ୍ରଭାବ ପଡିଥାଏ । ତେଣୁ ଇଂଲଣ୍ଡର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଭବିଷ୍ୟତରେ ଏଭଳି କେଉଁ ଦେଶ ରହିଛି, ଯେଉଁଠି ହିଟ୍ ୱେଭ୍‌ର ପ୍ରଭାବ ସବୁଠାରୁ ଅଧିକ ରହିବ? ଯେପରିକି ପୂର୍ବରୁ ହିଁ ସୁରକ୍ଷା ଉପାୟ କରିହେବ । ହିଟ୍ ୱେଭ୍‌ର ସିଧା ଓ ସବୁଠାରୁ ଅଧିକ ପ୍ରଭାବ ଆଫଗାନିସ୍ତାନ, ପାପୁଆ … Continue reading ଭବିଷ୍ୟତରେ ଏହି ସବୁ ଦେଶରେ ହିଟ୍ ୱେଭ୍ ନେଇପାରେ ଅନେକ ଜୀବନ