ବେଆଇନ ହୋର୍ଡିଂ ଲାଗିଥିଲା: ବିଏମସି
ଭୁବନେଶ୍ୱର: କାଲି ହୋର୍ଡିଂ ପଡି ୨ ଜଣଙ୍କ ମୃତ୍ୟୁ ଘଟଣାରେ ବିଏମସି କମିଶନର ଚଞ୍ଚଳ ରାଣା ସୂଚନା ଦେଇ କହିଛନ୍ତି, ବେଆଇନ ଭାବେ ଏହି ହୋର୍ଡିଂ ଲାଗିଥିଲା, ଏଫଆଇଆର କରାଯିବ । ପୋଲିସକୁ ଏତଲା କରିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ଏପରି ବେଆଇନ ହୋର୍ଡିଂ ଲଗାଇଲେ ଫୌଜଦାରୀ ମାମଲା ହେବ । ମୃତକଙ୍କ ପରିବାରକୁ ସିଏମଆରଏଫରୁ ସହାୟତା ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି ଭୁବନେଶ୍ୱର ଆଇଗିଣିଆରେ ଅଘଟଣ ଘଟିଥିଲା । ଦୁର୍ଗାମଣ୍ଡପ ପାଖରେ … Continue reading ବେଆଇନ ହୋର୍ଡିଂ ଲାଗିଥିଲା: ବିଏମସି
Copy and paste this URL into your WordPress site to embed
Copy and paste this code into your site to embed