ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି

ରାଇରଂଗପୁର: ଗତବର୍ଷ ମେ’ ମାସରେ ଏଠାକୁ ଆସିଥିଲି। ରାଷ୍ଟ୍ରପତି ହେବା ପରେ ତାହା ଥିଲା ଜନ୍ମମାଟିକୁ ମୋର ପ୍ରଥମ ଆଗମନ। ଜନ୍ମମାଟି ଠାରୁ ବହୂ ଦୂରରେ ରହୁଛି। କିନ୍ତୁ ଜନ୍ମମାଟିର ମୋହ ମୋତେ ଏଠାକୁ ବାରମ୍ବାର ଟାଣି ଆଣୁଛି। ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ ହୋଇପାରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏହା କହିଛନ୍ତି। ମୟୂରଭଂଜର ରାଇରଂଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଜନ୍ମମାଟିକୁ ଆସିଥିଲି। ସେହି ଗସ୍ତ … Continue reading ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି