ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ସାତ ଜନ୍ମର ସାଥି ହେବା କଥା ଦେଇ ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ବାମୀ । ଏଭଳି ଅଭିଯୋଗ ଆସିଛି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ହରିଜନପଡାରୁ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୃତ ମହିଳା ଜଣଙ୍କ ହେଉଛନ୍ତି ମୀନତି ବନଛୋର । ଅଭିଯୁକ୍ତ ସ୍ୱାମୀ ଧୀରେନ ବନଛୋର ଓ ସ୍ତ୍ରୀ … Continue reading ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ