ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ତ୍ରୀଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ସ୍ୱାମୀ ଗିରଫ କଲା ଶହୀଦ ନଗର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର କେଶବ ଦାସ(୪୨) । ସୂଚନା ମୁୁତବକ ଦୀର୍ଘ ବର୍ଷ ହେଲେ ଶହୀଦ ନଗର ଥାନା ଅନ୍ତର୍ଗତ ଅଖଣ୍ଡଳମଣୀ ବସ୍ତିରେ ରହୁନ୍ତି କେଶବ ଓ ତାଙ୍କ ପରିବାର । କେଶବ ୨୫ବର୍ଷ ତଳେ ତାଙ୍କ ଗ୍ରାମରେ ବିବାହ କରି ଥିଲେ । ପେଟ ପୋସିବା ପାଇଁ  ଦିନମଜୁରିଆ … Continue reading ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ