ଛୋଟପିଲା କରୋନାରେ ସଂକ୍ରମିତ ହେଲେ କିପରି ଚିକିତ୍ସା କରାଯିବ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଛୋଟ ପିଲା ସଂକ୍ରମିତ ହେଲେ କିପରି ତାର ଚିକିତ୍ସା କରାଯିବ ଓ ଦେଖାରଖା କରାଯିବ ସେନେଇ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତର ରକ୍ଷା କରିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ତେଣୁ ପିଲାଟି ଯେପରି ମାସ୍କ ପିନ୍ଧିବ ତାକୁ ଶିଖେଇବାକୁ ପଡ଼ିବ । ପିଲାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଜର ଉପରେ ନଜର ରଖିବାକୁ … Continue reading ଛୋଟପିଲା କରୋନାରେ ସଂକ୍ରମିତ ହେଲେ କିପରି ଚିକିତ୍ସା କରାଯିବ ସୂଚନା ଦେଲେ ରାଜ୍ୟ ସରକାର