ଆମକୁ ବନ୍ଧୁକ ଦିଅ, ଆମେ ଯୁଦ୍ଧ କରିବୁ

ଇସ୍ରାଏଲ: ଗତ ୨୦୨୩ବର୍ଷ ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣର ଶିକାର ହୋଇଥିବା ଅନେକ ଇସ୍ରାଏଲୀୟ ଲୋକ ଏପର୍ଯ୍ୟନ୍ତ ନିଜର ଦୁଃଖ ଭୁଲି ପାରି ନାହାନ୍ତି । ଏହି ଆକ୍ରମଣ ଇସ୍ରାଏଲ ଲୋକଙ୍କ ଆତ୍ମବିଶ୍ୱାସକୁ ଥରାଇ ଦେଇଛି । ଇସ୍ରାଏଲ୍ ନାଗରିକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଛି । ଫଳରେ ବହୁ ମହିଳା ନିଜ ପାଖରେ ବନ୍ଧୁକ ରଖିବାକୁ ଚାହୁଁଛନ୍ତି । ସେମାନେ ହମାସ ବିରୋଧରେ ଲଢ଼ିବାକୁ ଚାହୁଛନ୍ତି । ଆମକୁ … Continue reading ଆମକୁ ବନ୍ଧୁକ ଦିଅ, ଆମେ ଯୁଦ୍ଧ କରିବୁ