ରାକ୍ଷୀ ପୂର୍ଣ୍ଣିମାରେ ଯୋଗୀଙ୍କ ଉପହାର; ଦୁଇଦିନ ମାଗଣା ବସ୍‌ ଯାତ୍ରା କରିପାରିବେ ମହିଳା

ନୂଆଦିଲ୍ଲୀ: ଲକ୍ଷ୍ନୌ: ରକ୍ଷୀ ପୁର୍ଣ୍ଣିମାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମହିଳା ମାନଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହି ଅବସରରେ ଦୁଇ ଦିନ ମହିଳାଙ୍କ ପାଇଁ ରାଜ୍ୟରେ ମାଗଣା ଯାତ୍ରାର ଘୋଷଣା କରିଛନ୍ତି। ୟୁପି ପରିବହନ ନିଗମର ବସଗୁଡିକରେ ମାଗଣା ଯାତ୍ରା କରି ପାରିବେ ମହିଳାମାନେ। ମହିଳାଙ୍କୁ ମାଗଣା ବସ୍ ସୁବିଧା ଅଗଷ୍ଟ ୧୦ ତାରିଖ ରାତି ୧୨ଟାରୁ ଅଗଷ୍ଟ ୧୨ ତାରିଖ ରାତି ୧୨ଟା ଯାଏଁ ୟୁପି ରୋଡ୍‌ଓ୍ଵେଜରେ ମହିଳା ମାଗଣା … Continue reading ରାକ୍ଷୀ ପୂର୍ଣ୍ଣିମାରେ ଯୋଗୀଙ୍କ ଉପହାର; ଦୁଇଦିନ ମାଗଣା ବସ୍‌ ଯାତ୍ରା କରିପାରିବେ ମହିଳା