ମାଗଣା ରାସନ ଯୋଜନା ଅର୍ଥନୀତିକୁ ପ୍ରଭାବିତ କରିବ

ନୂଆଦିଲ୍ଲୀ : ଯଦି କେନ୍ଦ୍ର ସରକାର ସେପ୍ଟେମ୍ବର ପରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖନ୍ତି କିମ୍ବା ଯଦି କୌଣସି ଟିକସ ଛାଡ଼ କରାଯାଏ ଏହା କେନ୍ଦ୍ରର ଆର୍ôଥକ ସ୍ୱାସ୍ଥ୍ୟଉପରେ ପ୍ରଭାବ ପକାଇବ ବୋଲି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ତରଫରୁ ସରକାରଙ୍କୁ ଏକ ଚିଠିରେ ଚେତାବନୀ ଦିଆଯାଇଛି । କରୋନା କାରଣରୁ ପ୍ରଥମ ଲକ୍‌ଡାଉନ୍ ସମୟରେ କେନ୍ଦ୍ର ସରକାର ୨୦୨୦ ମସିହାରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ … Continue reading ମାଗଣା ରାସନ ଯୋଜନା ଅର୍ଥନୀତିକୁ ପ୍ରଭାବିତ କରିବ